ବାନା ବୈରଖ Bānā ba̲i̱rakha

  • ଦେ. ବି. (ସହଚର ଶବ୍ଦ) — ପତାକା — Flag
  • ଦେ. ବି. (ସହଚର ଶବ୍ଦ) — ଆଗରେ ବାନା ବୈରଖ ଉଡ଼ୁଛି, ହରି ବୋଲ ପଡ଼ୁଛି । ଫକୀରମୋହନ. ଗଳ୍ପସ୍ୱଳ୍ପ ।