ବାଧ Bādha
- ସଂ. ବି. (ବାଧ୍. ଧାତୁ+ଭାବ. ଅ) — ବାଧା; ପ୍ରତିବନ୍ଧକ; ବ୍ୟାଘାତ — Obstacle; Obstruction; impediment; clog
- ସଂ. ବି. (ବାଧ୍. ଧାତୁ+ଭାବ. ଅ) — ବନ୍ଧ; ରୋଧ — Resistance
- ସଂ. ବି. (ବାଧ୍. ଧାତୁ+ଭାବ. ଅ) — ଉପଦ୍ରବ — Ravage
- ସଂ. ବି. (ବାଧ୍. ଧାତୁ+ଭାବ. ଅ) — ପୀଡ଼ା — Pain
- ଦେ. ବି — ବିନାଶ — Destruction
- ଦେ. ବି — ଶୋଷଣ — Sucking
- ଦେ. ବି — ( 1 + 2 )ବାଧ ନ କରୁ ରାକ୍ଷସ ପ୍ରଚଣ୍ଡ ତପନ; ବଇଦେହୀ ନାମ ରମ୍ୟ ସରରୁ ଜୀବନ— ଭଞ୍ଜ. ବୈଦେହୀଶବିଳାସ । — (1+2)ବାଧ ନ କରୁ ରାକ୍ଷସ ପ୍ରଚଣ୍ଡ ତପନ; ବଇଦେହୀ ନାମ ରମ୍ୟ ସରରୁ ଜୀବନ— ଭଞ୍ଜ. ବୈଦେହୀଶବିଳାସ
- ଦେ. ବିଣ — ନିଷିଦ୍ଧ — Prohibited
- ଦେ. ବିଣ — ବାଧ ବୋଲି ସ୍ତିରୀହତ୍ୟା ବଧ ନ କଲାକୁ ଶୁଝାଇଲା ବଇରତା । ଭଞ୍ଜ. ବୈଦେହୀଶବିଳାସ ।