ବାଦ Bāda

  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — ଉକ୍ତି; କଥନ; କହିବା — Speech; talk
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — ବିତର୍କ; ଯୁକ୍ତିତର୍କ — Argument; discussion
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — ଯୁକ୍ତିଯୁକ୍ତ ବିଚାର — Reasoning
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — [ଦ୍ର—ନ୍ଯାୟଶାସ୍ତ୍ରରେ କଥିତ 16 ପଦାର୍ଥ ମଧ୍ୟରୁ ବାଦ ଦଶମ ବସ୍ତୁ। ଯେବେ ଜଣେ ବ୍ୟକ୍ତି କୌଣସି ବିଷୟ ସମ୍ବନ୍ଧରେ ଗୋଟିଏ ଉକ୍ତି ବା ପ୍ରତିଜ୍ଞା ଉତ୍ଥାପିତ କରେ ଓ ଆଉ ଜଣେ ବ୍ୟକ୍ତି ଉକ୍ତିର ବିରୁଦ୍ଧ ପ୍ରତିଜ୍ଞା କହେ ଓ ଦୁହେଁ ଦୁହିଁଙ୍କ ଉକ୍ତିର ସମର୍ଥକ ତର୍କ ବା ଯୁକ୍ତି କଥାବାର୍ତ୍ତାରେ ଉଲ୍ଲେଖ କରନ୍ତି, ଉକ୍ତ କଥୋପକଥନ ବା ଯୁକ୍ତି ତର୍କକୁ ବାଦ ବୋଲାଯାଏ। ବାଦରେ ପ୍ରତ୍ୟେକ ପକ୍ଷ ଆପଣା ଉକ୍ତିର ପୋଷକ ଓ ଅପରପକ୍ଷର ଉକ୍ତିର ଖଣ୍ଡନକାରକ ଯୁକ୍ତି ଓ ପ୍ରମାଣ ଉପସ୍ଥାପିତ କରେ। ଯେବେ ଉକ୍ତ ଯୁକ୍ତି ତର୍କ 'ନିଗ୍ରହସ୍ଥାନରେ' ପହଞ୍ଚେ ତେବେ ଯାହାର ଉକ୍ତି ଖଣ୍ଡିତ ହୁଏ ସେ ହାରିଗଲା ବୋଲି ବୋଲାଯାଏ— ହି. ଶ.] — [ଦ୍ର—ନ୍ଯାୟଶାସ୍ତ୍ରରେ କଥିତ16ପଦାର୍ଥ ମଧ୍ୟରୁ ବାଦ ଦଶମ ବସ୍ତୁ ଯେବେ ଜଣେ ବ୍ୟକ୍ତି କୌଣସି ବିଷୟ ସମ୍ବନ୍ଧରେ ଗୋଟିଏ ଉକ୍ତି ବା ପ୍ରତିଜ୍ଞା ଉତ୍ଥାପିତ କରେ ଓ ଆଉ ଜଣେ ବ୍ୟକ୍ତି ଉକ୍ତିର ବିରୁଦ୍ଧ ପ୍ରତିଜ୍ଞା କହେ ଓ ଦୁହେଁ ଦୁହିଁଙ୍କ ଉକ୍ତିର ସମର୍ଥକ ତର୍କ ବା ଯୁକ୍ତି କଥାବାର୍ତ୍ତାରେ ଉଲ୍ଲେଖ କରନ୍ତି, ଉକ୍ତ କଥୋପକଥନ ବା ଯୁକ୍ତି ତର୍କକୁ ବାଦ ବୋଲାଯାଏ ବାଦରେ ପ୍ରତ୍ୟେକ ପକ୍ଷ ଆପଣା ଉକ୍ତିର ପୋଷକ ଓ ଅପରପକ୍ଷର ଉକ୍ତିର ଖଣ୍ଡନକାରକ ଯୁକ୍ତି ଓ ପ୍ରମାଣ ଉପସ୍ଥାପିତ କରେ ଯେବେ ଉକ୍ତ ଯୁକ୍ତି ତର୍କ 'ନିଗ୍ରହସ୍ଥାନରେ' ପହଞ୍ଚେ ତେବେ ଯାହାର ଉକ୍ତି ଖଣ୍ଡିତ ହୁଏ ସେ ହାରିଗଲା ବୋଲି ବୋଲାଯାଏ— ହି. ଶ.]
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — ପ୍ରବାଦ — Proverb
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — (କର୍ମ. ଯ) ବାଦ୍ୟ — Music
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — କୌଣସି ବିଶିଷ୍ଟ ବିଷୟରେ ଯୁକ୍ତି ଦ୍ୱାରା ନିରୂପିତ ବା ପ୍ରମାଣିତ ପ୍ରତିଜ୍ଞା — Theory; doctrine; a demonstrated conclusion
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — (ଯଥା—ନାସ୍ତିକ ବାଦ; ବିବର୍ତ୍ତନ ବାଦ)
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — ବର୍ଣ୍ଣନା — narration; account (Apte)
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — କୌଣସି ନିର୍ଦ୍ଦିଷ୍ଟ ବିଷୟରେ ବାଦାନୁବାଦ — Controversy (Apte)
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — ଉତ୍ତର; ଜବାବ — Reply (Apte)
  • ସଂ. ବି. (ବଦ୍ ଧାତୁ=କହିବା+ଭାବ. ଅ) — ବ୍ୟାଖ୍ୟା — Exposition; explanation (Apte)