ବାଦ୍ସାହୀ Bād-sāhī)

  • ବୈଦେ. ବିଣ. (ଫା) — ବାଦ୍ସା ସମ୍ବନ୍ଧୀୟ — Regal; kingly; imperial
  • ବୈଦେ. ବିଣ. (ଫା) — ବାଦ୍ସାଙ୍କ ଯୋଗ୍ୟ — Becoming or befitting an emperor
  • ବୈଦେ. ବିଣ. (ଫା) — ରାଜଭୋଗ୍ୟ — Fit for an emperor
  • ବୈଦେ. ବି. (ଫା) — ସମ୍ରାଟଙ୍କ ପଦ — Kingly position