ବାଦୀ ଭଗାରୀ Bādī bhagārī

  • ଦେ. ବି—(ଭିନ୍ନାର୍ଥକ ସହଚର) — ଶତ୍ରୁ — Enemy
  • ଦେ. ବିଣ — ଶତ୍ରୁତାକାରୀ — Inimical; antagonistic
  • ଦେ. ବିଣ — (ଯଥା—ବର୍ଷେ ହେଲା ଗାଆଁ ବାଲା ବାଦୀ ଭଗାରୀ ହୋଇ ମୋ ସଙ୍ଗେ ଲାଗିଛନ୍ତି ।)