ବାଦାନୁବାଦ Bādānubāda

  • ସଂ. ବି. (ଦ୍ୱନ୍ଦ୍ୱ; ବାଦ+ଅନୁବାଦ; ସଂ. ବାଦାନୁବାଦୌ— ଦ୍ୱିବଚନ) — ବାଦ ପ୍ରତିବାଦ; ତର୍କବିତର୍କ; ବାଗ୍ୟୁଦ୍ଧ — hot discussion; wrangling; controversy
  • ସଂ. ବି. (ଦ୍ୱନ୍ଦ୍ୱ; ବାଦ+ଅନୁବାଦ; ସଂ. ବାଦାନୁବାଦୌ— ଦ୍ୱିବଚନ) — କୌଣସି ବିଷୟରେ ଉକ୍ତି ଓ ଉକ୍ତିର ପ୍ରତ୍ୟୁକ୍ତି — Assertion and reply
  • ସଂ. ବି. (ଦ୍ୱନ୍ଦ୍ୱ; ବାଦ+ଅନୁବାଦ; ସଂ. ବାଦାନୁବାଦୌ— ଦ୍ୱିବଚନ) — ମୁଦେଇର ଅଭିଯୋଗ ଓ ତଦୁତ୍ତରରେ ମୁଦାଲାର ସଫେଇ — Accusation and defence in court
  • ସଂ. ବି. (ଦ୍ୱନ୍ଦ୍ୱ; ବାଦ+ଅନୁବାଦ; ସଂ. ବାଦାନୁବାଦୌ— ଦ୍ୱିବଚନ) — ବାଦୀର ଅରଜି ଓ ତଦୁତ୍ତରରେ ପ୍ରତିବାଦୀର ବର୍ଣ୍ଣନା — Plaint and the statment in reply