ବାଦରାୟଣି Bādarāyaṇi

  • ସଂ. ବି. (ବାଦରାୟଣ+ଅପତ୍ୟାର୍ଥରେ. ଇ) — ବ୍ୟାସଦେବଙ୍କ ପୁତ୍ର ଶୁକମୁନି — The sage Ṡuka
  • ସଂ. ବି. (ବାଦରାୟଣ+ଅପତ୍ୟାର୍ଥରେ. ଇ) — (ବଦରାୟଣ+ସ୍ୱାର୍ଥେ. ଇ)— ବ୍ୟାସଦେବ। (ପ୍ରକୃତିବାଦ) — The sage Byāsa