ବାଦ କରିବା Bād karibā

  • ଦେ. କ୍ରି — କଳି କରିବା — To quarrel
  • ଦେ. କ୍ରି — ତର୍କ କରିବା; ଯୁକ୍ତି କରିବା — To argue
  • ଦେ. କ୍ରି — ଆକ୍ରୋଶ କରିବା — To envy
  • ଦେ. କ୍ରି — ପ୍ରତିଦ୍ୱନ୍ଦିତା କରବା — To emulate