ବାତେନି Bāteni
- ଦେ. ବି. (ସଂ. ବଚନ) — କଥା; ଉକ୍ତି — Word; speech
- ଦେ. ବି. (ସଂ. ବଚନ) — କୌଣସି କଥାର ମୌଖିକ ଉତ୍ତର — Verbal reply
- ଦେ. ବି. (ସଂ. ବଚନ) — ମୌଖିକ ସମ୍ବାଦ ବା ଖବର — Verbal message or information
- ଦେ. ବି. (ସଂ. ବଚନ) — ବାଗାଡ଼ମ୍ବର — Bombastic speech; bombast
- ଦେ. ବିଣ — ବାଗାଡ଼ମ୍ବର ପ୍ରିୟ — Bombastic; boastful