ବାତିଲ୍ କରିବା Bātil karibā

  • ଦେ. କ୍ରି. (କଚିରିଆ) — ଅଗ୍ରାହ୍ୟ କରିବା; ନାମଞ୍ଜୁର କରିବା — 1. To reject
  • ଦେ. କ୍ରି. (କଚିରିଆ) — ରଦ୍ କରିବା — To set aside; to annual; to nullify
  • ଦେ. କ୍ରି. (କଚିରିଆ) — (ଯଥା—ଉପରିସ୍ଥ ହାକିମ ତଳ ହାକିମଙ୍କ ହୁକୁମକୁ ବାତିଲ୍ କରି ଦେଲେ।)