ବାତାସନ Bātāsana

  • ସଂ. ବି. (ବହୁବ୍ରୀହି; ବାତ+ଆସନ) — ମେଘ — Cloud
  • ଦେ. ବି. — (ସଂ. ବାତଯାନ) ମୃଗ — Deer
  • ଦେ. ବି. — ବ୍ୟାଧି ଜଗି ଯେମନ୍ତ ଜଳ ଘାଟ ବାତାସନ ଆଗମନେ ଲମ୍ପଟ। ଭଞ୍ଜ. ବୈଦେହୀଶବିଳାସ।