ବାତାଧିକ୍ୟ Bātādhikya

  • ସଂ. ବି. ( 6 ଷ୍ଠୀ ତତ୍; ବାତ+ଆଧିକ୍ୟ) — ଶରୀରରେ କୁପିତ ବାୟୁର ଆଧିକ୍ୟ ବା ପ୍ରକୋପ — Increase or morbidity of wind or rheum in the system