ବାତବୃଦ୍ଧି Bātabṛuddhi

  • ସଂ. ବି — ( 6 ଷ୍ଠୀ ତତ୍) ଶରୀରରେ ବାତଧାତୁର ପ୍ରାବଲ୍ୟ — (6ଷ୍ଠୀ ତତ୍) ଶରୀରରେ ବାତଧାତୁର ପ୍ରାବଲ୍ୟ— . Predominance of rheum or wind in the system
  • ସଂ. ବି — କୋଷବୃଦ୍ଧି — Swollen testicle (Apte)