ବାତ ପିତ୍ତ କଫ Bāta pitta kapha

  • ସଂ. ବି — ଆୟୁର୍ବେଦ ମତେ ଶରୀରସ୍ଥ ତ୍ରିଧାତୁ (ଯଥା— ବାତ, ପିତ ଓ କଫ) — The three humours of the body (according to the Hindu system of medicine; rheum; bile and phlegm)