ବାତ ଚଟକ Bāta chaṭaka

  • ସଂ. ବି — ତିତ୍ତିର ପକ୍ଷୀ (ହି. ଶ.) — Partridge
  • ସଂ. ବି — ବାୟା ଚଢ଼େଇ (ଦେଖ) — Bāyā chaṟḍ̠ẖei (See)
  • ଦେ. ବି — (ଲକ୍ଷଣାର୍ଥ) ମନକୁ ଅସ୍ଥିର କରିବା କୌଣସି ବିଶେଷ ଚିନ୍ତା — Grave anxiety or uneasiness
  • ଦେ. ବି — ବାତ୍ ଫରୁସ୍ (ଦେଖ) — Bāt—pharus (See)
  • ଦେ. ବି — କଥାରେ ଭଣ୍ଡିବା — Prevarication