ବାତ ଚକ୍ର Bāta chakra
- ସଂ. ବି. (ମ. ପ. ଲୋ; ବାତଚାଳିତ ଚକ୍ର) — ବାୟୁ— ଦ୍ୱାରା ଚାଳିତ ଚକ୍ର ବା ଯନ୍ତ୍ର — A wheel propelled by wind; windmill
- ସଂ. ବି. (ମ. ପ. ଲୋ; ବାତଚାଳିତ ଚକ୍ର) — ଫଳିତ ଜ୍ୟୋତିଷର ଯୋଗବିଶେଷ — Name of an astrological conjuction
- ସଂ. ବି. (ମ. ପ. ଲୋ; ବାତଚାଳିତ ଚକ୍ର) — [ଦ୍ର—ଆଷାଢ଼ପୂର୍ଣ୍ଣିମା ଦିନ ସୂର୍ଯ୍ୟାସ୍ତ ବେଳେ ଏ ଯୋଗ ହୁଏ। ସେ ସମୟରେ ବାୟୁ ବହିବାର ଦିଗରୁ ବର୍ଷଫଳ ନିର୍ଣ୍ଣୟ କରାଯାଏ— ହି. ଶ.]