ବାଣ୍ଟି ହେବା Bāṇṭi hebā

  • ଦେ. କ୍ରି. — ଆପଣା ଭିତରେ ପୃଥକ୍ ଦଳରେ ବିଭକ୍ତ ହେବା — To divide amongst one another
  • ଦେ. କ୍ରି. — ବାଣ୍ଟିବା କ୍ରିୟାର କର୍ମବାଚ୍ୟରୂପ — The passive voice of Bāṇṭibā