ବାଣୀ ପଥର Bāṇī pathara

  • ଦେ. ବି — ସାନ ଗୋଟାଳିଆ ପଥର; ନାଲିଗରଡ଼ା — Small round pebbles
  • ଦେ. ବି — ହେଁସ ବୁଣିବା ପାଇଁ ବ୍ୟବହୃତ ବାଣୀ ବା ଦଉଡ଼ା ଗୁଡ଼ିକ ଯେଉଁ ପଥରରେ ଗୁଡ଼ିଆ ହୋଇଥାଏ — Round bits of stone on which are wound the strings for weaving a reed mat