ବାଣଲିଙ୍ଗ Bāṇaliṅga
- ସଂ. ବି. (ମ. ପ. ଲୋ; କର୍ମଧା; ବାଣ=ବାଣାସୁର ପ୍ରତିଷ୍ଠିତ ଲିଙ୍ଗ) — ନର୍ମଦାତୀରସ୍ଥ ଶିବଲିଙ୍ଗବିଶେଷ — Name of a Ṡiba Liṅga on the bank of the Narmada
- ସଂ. ବି. (ମ. ପ. ଲୋ; କର୍ମଧା; ବାଣ=ବାଣାସୁର ପ୍ରତିଷ୍ଠିତ ଲିଙ୍ଗ) — ନର୍ମଦା ନଦୀ ଗର୍ଭରୁ ପ୍ରାପ୍ତ କ୍ଷୁଦ୍ର ସ୍ୱଚ୍ଛ ସ୍ପଟି ଶିବଲିଙ୍ଗବିଶେଷ — Small Ṡiba Liṅga found on the bed of the Narmada river