ବାଣ ଗଙ୍ଗା Bāṇa gaṅgā

  • ସଂ. ବି — ହିମାଳୟରୁ ବାହାରିଥିବା ନଦୀବିଶେଷ — Name of a river flowing from the Himalayas
  • ସଂ. ବି — [ଦ୍ର—ପୁରାକାଳରେ ରାବଣ ବାଣ ଦ୍ୱାରା ହିମାଳୟର ସୋମେଶ୍ୱର ପର୍ବତକୁ ଫଟାଇ ତହିଁରୁ ଏହି ଜଳଧାରା ବାହାର କରାଇଥିଲେ।]