ବାଡ୍ୟକର Bādyakara

  • ସଂ. ବି. (ବାଦ୍ଯ+କୃ ଧାତୁ+କର୍ତ୍ତୃ. ଅ) — ବାଜାଦାର୍; ଯେ ବାଜା ବଜାଏ; ବାଦକ; ବାଇଦକାରିଆ — Musician
  • ସଂ. ବି. (ବାଦ୍ଯ+କୃ ଧାତୁ+କର୍ତ୍ତୃ. ଅ) — ଯେ ବାଦ୍ୟଯନ୍ତ୍ର ନିର୍ମାଣ କରେ — Manufacturer of musical instruments