ବାଡ୍କୀନ୍ Bāḍ-kin
- ବୈଦେ. ବି—(ଇଂ. ବଡ୍କୀନ୍) — ଛାପାଖାନାରେ କମ୍ପୋଜିଟର୍ମାନେ ଫର୍ମାରେ ବସାଯାଇଥିବା ଟାଇପ୍— ମାନଙ୍କୁ ଘୁଞ୍ଚାଇବା ପାଇଁ ବ୍ୟବହାର କରିବା କାଠବେଣ୍ଟ— ବାଲା ମୁନ ନ ଥିବା ଫୋଡ଼ଣି — Compositiors badkin; a wooden-handled blunt needle
- ବୈଦେ. ବି—(ଇଂ. ବଡ୍କୀନ୍) — ଦପ୍ତରୀମାନେ ବହି ବାନ୍ଧିବା ପାଇଁ ପୃଷ୍ଠାମାନଙ୍କ ଫୋଡ଼ିବାରେ ଯେଉଁ କାଠବେଣ୍ଟବାଲା ଫୋଡ଼ଣି ବ୍ୟବହାର କରନ୍ତି — Bookbinder's badkin