ବାଟ ପାରି Bāṭa pāri

  • ଦେ. ବି. (ବାଟ+ପତନ) — ଡକାଇତି; ରାଜ ଦାଣ୍ଡରେ ଦସ୍ୟୁ ବୃତ୍ତି — Highway robbery
  • ଦେ. ବି. (ବାଟ+ପତନ) — ଏ କାଳରେ ଯେ ଚୋରି କଲା, ବାଟପାରି କଲା ତାରି ତ ବଢ଼ନ୍ତି— ଭିକାରୀ କଟକ ବିଜୟ।
  • ଦେ. ବି. (ବାଟ+ପତନ) — ଡକାଇତ; ଯେ ରାଜଦାଣ୍ଡରେ ପଥିକମାନଙ୍କୁ ଆକ୍ରମଣ କରେ — Highwayman