ବାଟ ଛାପୁଲି Bāṭa chhāpuli
- ଦେ. ବି — କପୋତ ଜାତୀୟ ଏକ ପ୍ରକାର ଛୋଟ ଚଢେଇ — A kind of dove-like bird
- ଦେ. ବି — [ଦ୍ର—ଏମାନେ ପାରାଠାରୁ ଛୋଟ; ଯୋଡ଼ି ଯୋଡ଼ି ହୋଇ ରହନ୍ତି। ଏମାନଙ୍କ ଦେହ ମାଟିଆ ବର୍ଣ୍ଣ ଏବଂ ଖୁବ ଛୋଟ । ଏମାନେ ସନ୍ଧ୍ୟା ବେଳେ ମନୁଷ୍ୟ ଯିବା ବାଟରେ ବସି ଥାଆନ୍ତି ଏବଂ ଏମାନଙ୍କ ବର୍ଣ୍ଣ ମାଟି ସଙ୍ଗେ ମିଶିଯିବାରୁ ଏମାନେ ଭୂମିରୁ ବାରି ହୁଅନ୍ତି ନାହିଁ; ମନୁଷ୍ୟ ଏମାନଙ୍କ ପାଖରେ ପହଞ୍ଚିଲା ମାତ୍ରକେ ଫର୍କିନା ଉଡି ଯାଆନ୍ତି। ପଥିକ ହଠାତ ଏହା ଦେଖି ଛାନିଆ ହୋଇଯାଏ।]