ବାଟ ଛାଡିବା Bāṭa chhāṟḍ̠ibā
- ଦେ. କ୍ରି — ପ୍ରକୃତ ପଥ ତ୍ୟାଗ କରି ଅବାଟରେ ଯିବା — To take a wrong path
- ଦେ. କ୍ରି — କୌଣସି ବ୍ୟକ୍ତିର ବାଟରେ ଯିବା ସକାଶେ ତାକୁ ବାଟର କେତେକ ଅଂଶ ଛାଡି ଦେବା — To give a person road enough to pass; to make a way for another
- ଦେ. କ୍ରି — ସେ ହଗୁ ନାହିଁ କି ବାଟ ଛାଡୁ ନାହିଁ—ଢଗ।