ବାଟ କଢେଇବା Bāṭa kaṟḍ̠ẖeibā

  • ଦେ. କ୍ରି. — କୌଣସି ବ୍ୟକ୍ତିକୁ ପଥ ପ୍ରଦର୍ଶନ କରିବା — To lead the way
  • ଦେ. କ୍ରି. — ଗନ୍ତବ୍ୟ ପଥ ଚିହ୍ନାଇବା — To show the way
  • ଦେ. କ୍ରି. — ଆଗେ ଆଗେ ଯିବା — To go ahead