ବାଟ ଓଳାଇବା Bāṭa oḻāibā

  • ଦେ. କ୍ରି. — ଓଳାଇ କରି ବାଟ ସଫା କରିବା — To sweep a path clean
  • ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ପାଇଁ ଉପାୟ ସ୍ଥିର କରିବା — To settle means to achieve an object