ବାଞ୍ଛିବା Bāṅchhibā

  • ଦେ. କ୍ରି. (ପଦ୍ୟ) (ସଂ. ବାଞ୍ଛଧାତୁ) — ବାଞ୍ଛା କରିବା; ଅଭିଳାଷ କରିବା — To wish; to desire
  • ଦେ. କ୍ରି. (ପଦ୍ୟ) (ସଂ. ବାଞ୍ଛଧାତୁ) — ପାଇବାକୁ ଇଚ୍ଛାକରିବା; ମନାସିବା — To desire to get, to wish for
  • ଦେ. କ୍ରି. (ପଦ୍ୟ) (ସଂ. ବାଞ୍ଛଧାତୁ) — ଗର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁରେ—କବିସୂର୍ଯ୍ୟ କିଶୋରୀଚମ୍ପୁ। ଖ ଗୀତ