ବାଜିବା Bājibā

  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) ବାଦିତ ହେବା; ଧ୍ୱନିତ ହେବା; ଶବ୍ଦାୟମାନ ହେବା — To be sounded
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) ବଡ଼ ଦେଉଳରେ ବାଜିଲା ଘଣ୍ଟା ଖାଣ୍ଡିଖିଆଙ୍କର ଉଠିଲା ଅଣ୍ଟା—ଢଗ
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) ଆଘାତ କରିବା — To strike; to collide with
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) ତହୁଁ କନିଷ୍ଠ ଅଙ୍ଗୁଳିରେ, ବ୍ରହ୍ମାଣ୍ଡ ବାଜିଲା ନିର୍ଭରେ— ଜଗନ୍ନାଥ, ଭାଗବତ।
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) [ଦ୍ର—ଦୁଇ ବସ୍ତୁ ପରସ୍ପରକୁ ଆଘାତ କଲେ ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁରେ 'ବାଜିଲା' ବୋଲି ବୋଲାଯାଏ ଓ ଯେଉଁ ବସ୍ତୁ ଗତି କରୁ କରୁ ଅନ୍ୟ ସ୍ଥିର ବସ୍ତୁକୁ ଆଘାତ କରେ ଓ ଯେଉଁ ସ୍ଥିର ବସ୍ତୁରେ ଅନ୍ୟ ଗତିବିଶିଷ୍ଟ ବସ୍ତୁର ଆଘାତ ହୁଏ, ଏ ଦୁଇ ବସ୍ତୁ ପ୍ରତି ମଧ୍ୟ 'ବାଜିବା' କ୍ରିୟା ପ୍ରଯୋଜ୍ୟ ହୁଏ; ଯଥା— ଚାଳରେ ମୁଣ୍ଡ ବାଜିବ ଓ ଚାଳ ମୁଣ୍ଡରେ ବାଜିବ।]
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) (ଶବ୍ଦ) ପ୍ରବେଶ କରିବା; ପହଞ୍ଚିବା — (a sound) To enter; to reach
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) ସୁଦୂର ବିଳାପ—ଧ୍ୱନି ବାଜଇ ଶ୍ରବଣେ—ନନ୍ଦକିଶୋର, ସୀତାବନବାସ
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) ଉଚ୍ଚସ୍ୱରରେ ପ୍ରକଟିତ ହେବା; ଉଦ୍ଘୋଷିତ ହେବା — To be loudly proclaimed
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) ତୁମ୍ଭର ଦାନୀପଣେ ଡାକ ବାଜଇ, ଶୁଣି ପେଷିଦେଲେ ମାୟେ। ପ୍ରାଚୀ, ରହସ୍ୟମଞ୍ଜରୀ।
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) ଘଡ଼ିରେ ସମଯଜ୍ଞାପକ ଘଣ୍ଟାର ସଂଖ୍ୟା ଜଣାଯିବା — To strike the time of the day (said of a clock)
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) (ଯଥା—ଦିନ ଆସି ଆଠଟା ବାଜିଲାଣି, ବାବୁଙ୍କର ନିଦ ଭାଙ୍ଗୁ ନାହିଁ; ପିଟା ଘଣ୍ଟା ବଜା ଯାଇ ସମୟ ଜ୍ଞାପିତ ହେବାରୁ ବାଜିବାର ଏହି ଅର୍ଥ ଆସିଅଛି। ବାଜିବା କଳଘଣ୍ଟାରେ ମଧ୍ୟ ଘଣ୍ଟାର ସଂଖ୍ୟା ଯନ୍ତ୍ର ଯୋଗେ ବାଦିତ ହୁଏ। ଏହି ଅର୍ଥରୁ ଘଣ୍ଟାର ସଂଖ୍ୟାପ୍ରତି ମଧ୍ୟ 'ବାଜିବା' କ୍ରିୟା ଲାଗୁଅଛି।)
  • ଦେ. କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂ. ବାଦିତ= ଶବ୍ଦାୟିତ; ସଂ. ବଜଧାତୁ ଗତି କରିବା, ଣିଚ୍ ବାଜିଧାତୁ=ଗତି କରାଇବା) (ପ୍ରହାର) ବସିବା — To be administered (as a stroke)