ବାଜିଗର Bājigara

  • ବୈଦେ. ବି. (ଫା. ବାଜୀଗର୍) — ଐନ୍ଦ୍ରଜାଲିକ; କୁହୁକିଆ; ଜାଦୁକର — Magician
  • ବୈଦେ. ବି. (ଫା. ବାଜୀଗର୍) — କଣ୍ଟକ କାନନ ପୁଷ୍ପ ଉପବନ କଲା ପ୍ରେମ—ବାଜିଗର। ରାଧାନାଥ, ଯଯାତି।
  • ବୈଦେ. ବି. (ଫା. ବାଜୀଗର୍) — ଯେଉଁ ବ୍ୟକ୍ତି ନାନା ପ୍ରକାର ଐନ୍ଦ୍ରଜାଲିକ ଓ ଚାତୁର୍ଯ୍ୟମୟ କ୍ରୀଡ଼ା ଓ ଦୃଶ୍ୟ ଦେଖାଏ — A person who exhibits magical and other wonderful performances