ବାଜିଗରି Bājigari

  • ବୈଦେ. ବି. (ଫା) ବାଜିକରର କାର୍ଯ୍ୟ ବା ପେଶା — The act or profession or performance of a magician
  • ଦେ. ବିଣ — କୁହୁକ ଦେଖାଇବା ସମ୍ବନ୍ଧୀୟ — Pertaining to the exhibition of magical feats
  • ଦେ. ବିଣ — (ଯଥା—ବାଜିଗରି ତାମସା)