ବାଜି ମାରିବା Bāji māribā

  • ଦେ. କ୍ରି — କୌଣସି ବିଷୟରେ ପଣ ରଖିବା — To lay a wager; to bet
  • ଦେ. କ୍ରି — କୌଣସି ବିଷୟରେ ଜୟଲାଭ କରି ପଣକୁ ପାଇବା — To win a bet
  • ଦେ. କ୍ରି — କୃତକାର୍ଯ୍ୟ ହେବା — To be successful in a competition