ବାଜପେୟୀ Bājapeyī

  • ସଂ. ବି. ପୁଂ. (ବାଜପେୟ+ଇନ; 1 ମା. 1 ବ.) — ବାଜପେୟ ଯଜ୍ଞକର୍ତ୍ତା — Performer of 'Bāja pega'
  • ସଂ. ବି. ପୁଂ. (ବାଜପେୟ+ଇନ; 1 ମା. 1 ବ.) — ଯାଜ୍ଞିକ ବ୍ରାହ୍ମଣଙ୍କ ଉପାଧିବିଶେଷ — Title given to a class of performs of vedic sacrifices