ବାଜ ପାରା Bāja pārā
- ଦେ. ବି. (ବାଜ ପାରାକୁ ଆକ୍ରମଣ କରି ଖାଉଥିବାରୁ; ତୁଳ. ଅହିନକୁଳ) — (ଲକ୍ଷଣାର୍ଥ) ଖାଦକ ଓ ଖାଦ୍ୟ ବସ୍ତୁ — (implied meaning) The eater and the eaten
- ଦେ. ବି. (ବାଜ ପାରାକୁ ଆକ୍ରମଣ କରି ଖାଉଥିବାରୁ; ତୁଳ. ଅହିନକୁଳ) — ପରସ୍ପରର ଚିର— ଶତ୍ରୁ — Confirmed enemy of each other
- ଦେ. ବି. (ବାଜ ପାରାକୁ ଆକ୍ରମଣ କରି ଖାଉଥିବାରୁ; ତୁଳ. ଅହିନକୁଳ) — ରାଜା ପ୍ରଜା ଏବେ ହେଲେ ବାଜପାରା—ରାଧାନାଥ, ଦରବାର।