ବାଚ୍ୟାର୍ଥ Bāchyārtha

  • ସଂ. ବି—(କର୍ମଧା; ବାଚ୍ୟ+ଅର୍ଥ) — (ବ୍ୟାକରଣ) ଶବ୍ଦର ନିୟତ ଅର୍ଥଦ୍ୱାରା ପ୍ରକଟିତ ଅଭିପ୍ରାୟ; ସଙ୍କେତରୂପେ ସ୍ଥିରୀକୃତ ଶବ୍ଦର ମୌଳିକ ଅର୍ଥ — (grammar) The original or settled or fundamental meaning of a word
  • ସଂ. ବି—(କର୍ମଧା; ବାଚ୍ୟ+ଅର୍ଥ) — [ଦ୍ର—ଶବ୍ଦମାନଙ୍କର 3 ଟି ଶକ୍ତି—ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା। ଲକ୍ଷଣା ଓ ବ୍ୟଞ୍ଜନାର ଆଧାର ଅଭିଧା ଅଟେ, ଯାହା ଶବ୍ଦ— ସଙ୍କେତ ଦ୍ୱାରା ଶବ୍ଦର ନିୟତ ଅର୍ଥର ବୋଧ କରାଏ। ଯେଉଁ ଅର୍ଥ ଶବ୍ଦର ମୌଳିକ ଅର୍ଥ ଅଟେ ତାହା ଉକ୍ତ ଶବ୍ଦର ବାଚ୍ୟାର୍ଥେ— (ହି. ଶ)।] — [ଦ୍ର—ଶବ୍ଦମାନଙ୍କର3ଟି ଶକ୍ତି—ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା ଲକ୍ଷଣା ଓ ବ୍ୟଞ୍ଜନାର ଆଧାର ଅଭିଧା ଅଟେ, ଯାହା ଶବ୍ଦ— ସଙ୍କେତ ଦ୍ୱାରା ଶବ୍ଦର ନିୟତ ଅର୍ଥର ବୋଧ କରାଏ ଯେଉଁ ଅର୍ଥ ଶବ୍ଦର ମୌଳିକ ଅର୍ଥ ଅଟେ ତାହା ଉକ୍ତ ଶବ୍ଦର ବାଚ୍ୟାର୍ଥେ— (ହି. ଶ)]