ବାଚ୍ୟାବାଚ୍ୟ Bāchyābāchya

  • ସଂ. ବିଣ—(ବାଚ୍ୟ+ଅବାଚ୍ୟ) — କଥ୍ୟ ଓ ଅକଥ୍ୟ — Speakable or unspeakable
  • ସଂ. ବି — କଥ୍ୟ ଓ ଅକଥ୍ୟ ବିଷୟ — Speakable and unspeakable matters