ବାଚ୍ୟମାନ Bāchyamāna

  • ସଂ. ବିଣ.—(ବଚ୍ ଧାତୁ ଣିଚ୍+କର୍ମ. ଆନ) — ବକ୍ଷମାଣ; କଥ୍ୟମାନ — Being spoken
  • ସଂ. ବିଣ.—(ବଚ୍ ଧାତୁ ଣିଚ୍+କର୍ମ. ଆନ) — ପ୍ରକାଶ୍ୟମାନ — That which is being expressed
  • ସଂ. ବିଣ.—(ବଚ୍ ଧାତୁ ଣିଚ୍+କର୍ମ. ଆନ) — ନିନ୍ଦନୀୟ — Blameable