ବାଚସ୍ପତ୍ୟ Bāchaspatya

  • ସଂ. ବି. (ବାଚସ୍ପତି+ଭାବେ. ଯ) — ବାଗ୍ମିତା; ବାକ୍ପଟୁତା — Oratory; eloquence
  • ଦେ. ବି. — ବଙ୍ଗୀୟ ପଣ୍ଡିତ ତାରାନାଥ ତର୍କ ବାଚସ୍ପତି ପ୍ରଣୀତ ସଂସ୍କୃତ ଅଭିଧାନବିଶେଷ — A Sanskrit dictionary edited by Pandit Taranath of Bengal