ବାଚବିଚାର Bācha bichāra
- ଦେ. ବି.—(ସଂ. ନିର୍ବାଚନ+ବିଚାର) — ବିଚାର ପୂର୍ବକ ନିର୍ବାଚନ — Choice after consideration; well considered choice
- ଦେ. ବି.—(ସଂ. ନିର୍ବାଚନ+ବିଚାର) — ନ୍ଯାୟାନ୍ଯାୟ ବିବେଚନା — Discrimination between right and wrong
- ଦେ. ବି.—(ସଂ. ନିର୍ବାଚନ+ବିଚାର) — ସମାଲୋଚନା — Criticism