ବାଙ୍ଗରା Bāṅgarā

  • ଦେ. ବିଣ. ପୁଂ (ସଂ. ବଙ୍କୁର; ବାମନ; ସଂ. କଣ୍ଠ= ଖର୍ବକାୟ) — ଖର୍ବକାୟ — Dwarfish
  • ଦେ. ବିଣ. ପୁଂ (ସଂ. ବଙ୍କୁର; ବାମନ; ସଂ. କଣ୍ଠ= ଖର୍ବକାୟ) — ନୁହେ ଡେଙ୍ଗା ଅଥବା ବାଙ୍ଗର—ଚିନ୍ତାମଣି, ବିକ୍ରମାଦିତ୍ୟ।