ବାଙ୍କି Bāṅki
- ଦେ. ବି. — 1 (ନାମ) କଟକ ଜିଲ୍ଲାର କିଲ୍ଲାଜାତ ଗୋଟିଏ ଖାସମାହାଲ ବା ସରକାରୀ ଜମିଦାରୀ — 1(ନାମ) କଟକ ଜିଲ୍ଲାର କିଲ୍ଲାଜାତ ଗୋଟିଏ ଖାସମାହାଲ ବା ସରକାରୀ ଜମିଦାରୀ—1. Name of a Government estate in the district of Cuttack
- ଦେ. ବି. — [ଦ୍ର—ପ୍ରଥମେ ଏ ଗୋଟିଏ ଗଡ଼ଜାତ ରାଜ୍ୟ ଥିଲା। ଏ ରାଜ୍ୟର ରାଜା କେତେକ ବ୍ରାହ୍ମଣଙ୍କ ଉପରେ ଅତ୍ୟାଚାର କରି କେତେଜଣଙ୍କୁ ମାରି ପକାଇଥିବାରୁ 1840 ଖ୍ରୀଷ୍ଟାବ୍ଦରେ କମିଶନର୍ ମିଲ୍ସ ଉକ୍ତ ରାଜାଙ୍କୁ ବନ୍ଦୀ କଲେ ଏବଂ ବାଙ୍କିକୁ ଖାସ୍ କରି କଟକ ଜିଲ୍ଲା ସାମିଲ କଲେ। ବାଙ୍କି ଖାସମାହାଲର ଖଜଣାଅସୁଲଭାର ପ୍ରଥମେ ଜଣେ ତହସିଲଦାରଙ୍କ ଉପରେ ଥିଲା। ଏବେ ସେଠାରେ ଜଣେ ଡେପୁଟି କଲେକ୍ଟର ରହନ୍ତି ଓ ସରକାରଙ୍କ ପଷରୁ ଖଜଣା ଆଦାୟ କରାଯାଏ। ବର୍ତ୍ତମାନ ସେଠାରେ ଗୋଟିଏ ହାଇସ୍କୁଲ ହୋଇଅଛି।] — [ଦ୍ର—ପ୍ରଥମେ ଏ ଗୋଟିଏ ଗଡ଼ଜାତ ରାଜ୍ୟ ଥିଲା ଏ ରାଜ୍ୟର ରାଜା କେତେକ ବ୍ରାହ୍ମଣଙ୍କ ଉପରେ ଅତ୍ୟାଚାର କରି କେତେଜଣଙ୍କୁ ମାରି ପକାଇଥିବାରୁ1840ଖ୍ରୀଷ୍ଟାବ୍ଦରେ କମିଶନର୍ ମିଲ୍ସ ଉକ୍ତ ରାଜାଙ୍କୁ ବନ୍ଦୀ କଲେ ଏବଂ ବାଙ୍କିକୁ ଖାସ୍ କରି କଟକ ଜିଲ୍ଲା ସାମିଲ କଲେ ବାଙ୍କି ଖାସମାହାଲର ଖଜଣାଅସୁଲଭାର ପ୍ରଥମେ ଜଣେ ତହସିଲଦାରଙ୍କ ଉପରେ ଥିଲା ଏବେ ସେଠାରେ ଜଣେ ଡେପୁଟି କଲେକ୍ଟର ରହନ୍ତି ଓ ସରକାରଙ୍କ ପଷରୁ ଖଜଣା ଆଦାୟ କରାଯାଏ ବର୍ତ୍ତମାନ ସେଠାରେ ଗୋଟିଏ ହାଇସ୍କୁଲ ହୋଇଅଛି]
- ଦେ. ବି. — ଏକ ପ୍ରକାର ବତ୍ରବଳୟ; ବାଙ୍କମଲ — A crooked anklet
- ଦେ. ବିଣ — ବଙ୍କା — Curved bent
- ପ୍ରାଦେ. (ବାଲେଶ୍ୱର) ବି — ମାଛ ଧରିବାର ଯନ୍ତ୍ରବିଶେଷ — A kind of implement for catching fish
- ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏହା କାଇଞ୍ଚ କାଠିରେ ପ୍ରସ୍ତୁତ ହୁଏ। ଏହାର ଶେଷ ଅଂଶ ବା ଅଗ୍ରଭାଗ ବଙ୍କା ହୋଇଥାଏ। ଅଳ୍ପ ପାଣି ବହି ଯାଉଥିବା ସ୍ଥାନରେ ଏହା ବ୍ୟବହୃତ ହୁଏ।]