ବାଙ୍କିବା Bāṅkibā

  • ଦେ. କ୍ରି. (ସଂ. ବକ୍ରୀଭାବ) — ବକ୍ର ହେବା — To become bent
  • ଦେ. କ୍ରି. (ସଂ. ବକ୍ରୀଭାବ) — ବାଙ୍କି ବସିବା; ଏକଜିଦି ଧରିବା — To be insistent; to become obstinate