ବାଙ୍କଶାଳ Bāṅkaṡāḻa

  • ପ୍ରାଦେ. (ବାଲେଶ୍ୱର) ବି. (ଜାହାଜିଆ ଶବ୍ଦ) — ବନ୍ଦର ନିକଟବର୍ତ୍ତୀ ବାଣିଜ୍ୟ ଗୋଦାମ — (nautical) A godown in a port on the bank of a river or sea
  • ପ୍ରାଦେ. (ବାଲେଶ୍ୱର) ବି. (ଜାହାଜିଆ ଶବ୍ଦ) — [ଦ୍ର—କଲିକତାରେ ଗଙ୍ଗାନଦୀର କୂଳଠାରୁ ଖଣ୍ଡଦୂରରେ ବାଙ୍କସାଲ ଷ୍ଟ୍ରୀଟ (Bankshall Street) ନାମରେ ଗୋଟିଏ ଗଳି ଅଛି।]
  • ପ୍ରାଦେ. (ବାଲେଶ୍ୱର) ବି. (ଜାହାଜିଆ ଶବ୍ଦ) — ଜାହାଜର ଯେଉଁ କୋଠରୀରେ ଜାହାଜର ଦଉଡ଼ା, ଝିଞ୍ଜିରିଆଦି ରଖାଯାଏ — A cabin of a ship used for storing the ropes, chains etc