ବାଙ୍କଛୁରି Bāṅkachhuri

  • ଦେ. ବି — ବକ୍ରାଗ୍ର ଛୁରିକା; ଯେଉଁ ଛୁରିର ଅଗ ବଙ୍କା — A curved knife
  • ଦେ. ବି — [ଦ୍ର—ସାଧାରଣତଃ ମଲ୍ଲ ଓ ଶିକାରୀମାନେ ଏହା ବ୍ୟବହାର କରନ୍ତି।]