ବାଘୁଆ ଫାଶ Bāghuā phāṡa

  • ଦେ. ବି. (ବ୍ୟାଘ୍ର+ପାଶ) — ଦଉଡ଼ିରେ ପକାଯିବା ଏକପ୍ରକାର ଦୋହୋରି ଗଣ୍ଠି — Reefknot; clove hitch; a double knot made with a string
  • ଦେ. ବି. (ବ୍ୟାଘ୍ର+ପାଶ) — ବାଘକୁ ଧରିବାପାଇଁ ବ୍ୟବହୃତ ଦଉଡ଼ିର ଜାଲ — A snare for catching a tiger