ବାଘର ମାଉସୀ Bāghara māusī

  • ଦେ. ବି.—(ସଂ. ବ୍ୟାଘ୍ର+ମାତୃସ୍ୱସା) — (ଏହାର ରୂପ ସଙ୍ଗେ ବାଘର ସାଦୃଶ୍ୟ ଥିବାରୁ)
  • ଦେ. ବି.—(ସଂ. ବ୍ୟାଘ୍ର+ମାତୃସ୍ୱସା) — ବିରାଡ଼ି — Cat
  • ଦେ. ବି.—(ସଂ. ବ୍ୟାଘ୍ର+ମାତୃସ୍ୱସା) — ନିର୍ଭୀକ ବ୍ୟକ୍ତି — Fearless person