ବାଘ ଲହଡ଼ା Bāgha lahaṟḍ̠ā
- ଦେ. ବି — ଏକଜାତୀୟ ଲଟି ଘାସ — Commelina saiicifolia; a kind of grass which creeps or extends over the ground
- ଦେ. ବି — [ଦ୍ର—ଏହା କଳମ ଶାଗଜାତୀୟ ଲତା; ପାଣିକୂଳରେ ଜନ୍ମେ। ଏହା ଦେଖିବାକୁ ଘାସ ପରି। ଫୁଲ ନୀଳବର୍ଣ୍ଣ, ଶୀତକାଳରେ ଫୁଟେ। ଏ ଲତାର ରସ ନାଳୁଆ—ଯୋଗେଶ୍ଚନ୍ଦ୍ର]