ବାଘ ମାମୁଁ Bāgha māmuñ
- ଦେ. ବି. (ଶିଶୁ ଭାଷା) — ଶିଶୁମାନଙ୍କର କଳ୍ପିତ ମାତୁଳ ସମ୍ପର୍କୀୟ ବାଘ (ଜହ୍ନ ଯେପରି ସବୁ ଶିଶୁଙ୍କର ମାମୁ ବାଘ ମଧ୍ୟ ସେହିପରି କଳ୍ପିତ ହୁଏ) — 1. The tiger addressed as the maternal uncle of every child in nursery stories
- ଦେ. ବି. (ଶିଶୁ ଭାଷା) — କୌଣସି ପ୍ରଚଣ୍ଡ ଆତ୍ମୀୟ ବ୍ୟକ୍ତି — A ferocious relation