ବାଘ ଭେଳିକି Bāgha bheḻiki

  • ଦେ. ବି — ମନୁଷ୍ୟକୁ ଦେଖିଲେ ଭୟ ଉତ୍ପାଦନ କରିବା ନିମନ୍ତେ ବାଘ ଯେଉଁ ଗାଲ ଫୁଡ଼କି କରେ; ସ୍ୱର ଓ ଅଙ୍ଗଭଙ୍ଗି ଆଦି — The demeanour and poses of a tiger to frighten a man on seeing the latter
  • ଦେ. ବି — କିଂକର୍ତ୍ତବ୍ଯବିମୂଢ଼ତା — Bewilderment