ବାଘ ଛେଳି ଏକାତୁଠରେ ଘାଟରେ ପାଣି ପିଇବା Bāgha chheḻi ekā tuṭhare ghāare pāṇi pi-ibā

  • ଦେ ବାକ୍ୟ (ନ୍ଯାୟ ବଚନ) — ରାଜ୍ୟରେ ସୁଶାସନ ଯୋଗୁଁ ସର୍ବତ୍ର ଶାନ୍ତି ବିରାଜିତ ହେବା — (An analogical sentence applied to) An administration where there is perfect peace amongst naturally antagonistic parties, due to good administration
  • ଦେ ବାକ୍ୟ (ନ୍ଯାୟ ବଚନ) — [ଦ୍ର—ଯେଉଁ ରାଜ୍ୟରେ ସୁଶାସନ ଯୋଗୁଁ ପରସ୍ପର ଶତ୍ରୁମାନଙ୍କ ମଧ୍ୟରେ, ରାଜା ଓ ପ୍ରଜା ମଧ୍ୟରେ, ପ୍ରବଳ ଓ ଦୁର୍ବଳ ମଧ୍ୟରେ ଶାନ୍ତି ଥାଏ ଓ ପ୍ରବଳ ଦୁର୍ବଳ ପ୍ରତି କିଛି ଅନିଷ୍ଟ କରି ନ ପାରେ ସେଠାରେ ଏ ନ୍ଯାୟ ଖଟାଯାଏ; ଯଥା—'ଇଂରାଜ ସରକାରଙ୍କ ଅମଳରେ ବାଘ ଛେଳି ଏକାତୁଠରେ ପାଣି ପିଉଛନ୍ତି']